ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ପ୍ରକାରର
ଉଦାହରଣ : ତା ଭଳି ବାହାଦୁର ଏଠାରେ କେହିନାହିଁ
ସମକକ୍ଷ : ପ୍ରକାର, ଭଳି
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिस प्रकार का।
Having the same or similar characteristics.
ଅର୍ଥ : ଯାହା କାହାରି ଅନୁରୂପ ବା ସାଦୃଶ୍ୟ
ଉଦାହରଣ : ଆପଣଙ୍କ ସଦୃଶ କାମ କରିବା ମୋ କ୍ଷମତା ମଧ୍ୟରେ ନାହିଁ ତାହାର କାମ ମୋତେ ଅନୁକୂଳ ହେଉଛି
ସମକକ୍ଷ : ଅନୁକୂଳ, ଅନୁରୂପ, ଅନୁସାର, ମୁତାବିକ, ସଦୃଶ, ସପକ୍ଷ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो किसी के अनुरूप या मुआफिक हो।
ସଂସ୍ଥାପନ କରନ୍ତୁ