ଅର୍ଥ : ଗୋଟିଏ କଳ୍ପିତ ପଥର
ଉଦାହରଣ :
ପରଶମଣି ସମ୍ପର୍କରେ ପ୍ରସିଦ୍ଧି ରହିଛି ଯେ ତାକୁ ଛୁଇଁଦେଲେ ଲୁହା ବି ସୁନା ପାଲଟିଯାଏ
ସମକକ୍ଷ : ପରଶ ମଣି
ଅନ୍ୟ ଭାଷାରେ ଅନୁବାଦ :
एक कल्पित पत्थर।
पारस मणि के संबंध में यह प्रसिद्ध है कि यदि लोहा उससे छू जाए तो सोना हो जाता है।