ଅର୍ଥ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ଉଦାହରଣ :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
ଅନ୍ୟ ଭାଷାରେ ଅନୁବାଦ :
A movable organ for flying (one of a pair).
wingଅର୍ଥ : ଯାହାକୁ ଆମେ ନିଜର ବୋଲି ଭାବୁନା
ଉଦାହରଣ :
ନିଃସ୍ୱାର୍ଥ ସେବକ ନିଜ ଓ ପର ମଧ୍ୟରେ ଭେଦ କରନ୍ତି ନାହିଁ
ସମକକ୍ଷ : ଇତର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ଉଦାହରଣ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :