ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଜାବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଜାବୀ   ବିଶେଷ୍ୟ

ଅର୍ଥ : ପଞ୍ଜାବର ନିବାସୀ

ଉଦାହରଣ : କେତେଜଣ ପଞ୍ଜାବୀ ଏହି ସଂସ୍ଥାର ସଦସ୍ୟ

ସମକକ୍ଷ : ପଞ୍ଜାବବାସୀ


ଅନ୍ୟ ଭାଷାରେ ଅନୁବାଦ :

पंजाब का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

कई पंजाबी भी इस संस्था के सदस्य हैं।
पंजाबी

ଅର୍ଥ : ଭାରତର ପଞ୍ଜାବ ରାଜ୍ୟର ଭାଷା

ଉଦାହରଣ : ଏହି ବହି ପଞ୍ଜାବୀରେ ଲେଖାଯାଇଛି

ସମକକ୍ଷ : ପଞ୍ଜାବୀ ଭାଷା


ଅନ୍ୟ ଭାଷାରେ ଅନୁବାଦ :

भारत के पंजाब प्रदेश की भाषा।

यह पुस्तक पंजाबी में लिखी गई है।
पंजाबी, पंजाबी भाषा, पंजाबी-भाषा

ପଞ୍ଜାବୀ   ବିଶେଷଣ

ଅର୍ଥ : ଯାହାର ମାତୃଭାଷା ପଞ୍ଜାବୀ

ଉଦାହରଣ : ମୋର ପଞ୍ଜାବୀ ସାଙ୍ଗ ନିୟମିତ ଭାବେ ଗୁରୁଗ୍ରନ୍ଥସାହିବ ଅଧ୍ୟୟନ କରୁଛି

ସମକକ୍ଷ : ପଂଜାବୀ

ଅର୍ଥ : ପଞ୍ଜାବ ସମ୍ବନ୍ଧୀୟ

ଉଦାହରଣ : ସରଦାର ପଞ୍ଜାବୀ ବେଶ ପୋଷାକ ପିନ୍ଧିଥିଲେ


ଅନ୍ୟ ଭାଷାରେ ଅନୁବାଦ :

पंजाब का या वहाँ के निवासी, भाषा, संस्कृति इत्यादि से संबंधित।

सरदारजी पंजाबी वेश-भूषा पहने हुए थे।
गुरुमुखी न जानने के कारण मैं पंजाबी रचनाएँ नहीं पढ़ सकता।
सभी पंजाबी बंधुओं से मेरी प्रार्थना है कि वे शांति बनाए रखने में सहयोग दें।
पंजाबी

ଅର୍ଥ : ପଞ୍ଜାବରେ ରହିବା ବ୍ୟକ୍ତି

ଉଦାହରଣ : ସବୁ ପଞ୍ଜାବୀ ବନ୍ଧୁମାନଙ୍କୁ ମୋର ପ୍ରାର୍ଥନା ଯେ ସେମାନେ ଶାନ୍ତି ରକ୍ଷାକରିବାରେ ସହଯୋଗ ଦିଅନ୍ତୁ

ଅର୍ଥ : ପଞ୍ଜାବୀ ଭାଷା ସହିତ ସଂବନ୍ଧିତ ବା ପଞ୍ଜାବୀ ଭାଷାର

ଉଦାହରଣ : ଗୁରୂମୁଖୀ ନ ଜାଣିବା କାରଣରୁ ମୁଁ ପଞ୍ଜାବୀ ରଚନାଗୁଡ଼ିକୁ ପଢିପାରିଲିନାହିଁ

ସମକକ୍ଷ : ପଂଜାବୀ