ଅର୍ଥ : ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
ଉଦାହରଣ :
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
झगड़ा करने या मुकदमा लड़ने वाले दलों या पक्षों में से प्रत्येक।
ये भी उस मुकदमे में एक पक्षकार थे।ଅର୍ଥ : କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
ଉଦାହରଣ :
ଆପଣ କେଉଁ ପକ୍ଷରେ ଅଛନ୍ତି?
ଅନ୍ୟ ଭାଷାରେ ଅନୁବାଦ :
किसी विषय के दो या अधिक परस्पर विरोधी तत्वों, सिद्धांतों अथवा दलों में से कोई एक।
आप किस पक्ष में हैं?An aspect of something (as contrasted with some other implied aspect).
He was on the heavy side.ଅର୍ଥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ଉଦାହରଣ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
ଉଦାହରଣ :
ଆପଣ କେଉଁ ଦଳର ?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଔଚିତ୍ୟ ବା ନ୍ୟାୟ ବିଚାର ଛାଡ଼ିକରି କୌଣସି ଗୋଟିଏ ପକ୍ଷର ଅନୁରୂପ ହେବା ପ୍ରବୃତ୍ତି ବା ସହାନୁଭୂତି ଏବଂ ସେହି ପକ୍ଷକୁ ସମର୍ଥନ କରିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ଆମକୁ ପକ୍ଷପାତର ଉର୍ଦ୍ଧ୍ୱକୁଯାଇ ସର୍ବକଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
ଉଦାହରଣ :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
ସମକକ୍ଷ : ଦିଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ଉଦାହରଣ :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
ଅନ୍ୟ ଭାଷାରେ ଅନୁବାଦ :
A movable organ for flying (one of a pair).
wingଅର୍ଥ : ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
ଉଦାହରଣ :
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
ଅନ୍ୟ ଭାଷାରେ ଅନୁବାଦ :
वह बात जिसे कोई सिद्ध करना चाहता हो तथा जिसका किसी ओर से विरोध होता या हो सकता हो।
आप पहले अपना पक्ष जज के सामने रखिए।ଅର୍ଥ : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
ଉଦାହରଣ :
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
ସମକକ୍ଷ : ପଖ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା, କାମ ଆଦିର ସମର୍ଥନ
ଉଦାହରଣ :
ମୁଁ ଏହି କାମକରିବାର ପକ୍ଷରେ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
ଉଦାହରଣ :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
ସମକକ୍ଷ : ଦିଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
ଉଦାହରଣ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
ସମକକ୍ଷ : ପାର୍ଟି
ଅନ୍ୟ ଭାଷାରେ ଅନୁବାଦ :