ଅର୍ଥ : ଅଣୁସମୂହକୁ ବିଭାଜନ କରି ବିଦ୍ୟୁତ ଉତ୍ପାଦନ କରାଯାଇପାରୁଥିବା ପାୱାରପ୍ଲାଣ୍ଟ
ଉଦାହରଣ :
କେତେକ ଦେଶରେ ବିଜୁଳିର ଅଧିକ ଉତ୍ପାଦନ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରୁ ହିଁ ହୋଇଥାଏ
ସମକକ୍ଷ : ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ
ଅନ୍ୟ ଭାଷାରେ ଅନୁବାଦ :
वह पावर प्लांट जहाँ अणुओं का विभाजन करके बिजली उत्पन्न की जाती है।
कई देशों में बिजली की अधिकतर आपूर्ति न्यूक्लियर पावर प्लांट से ही होती है।