ଅର୍ଥ : ଆସକ୍ତ ନହେବା ଅବସ୍ଥା ବା ଭାବ
ଉଦାହରଣ :
ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି
ସମକକ୍ଷ : ଅନାସକ୍ତି, ଆସକ୍ତିହୀନତା, ବୈରାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
आसक्त न होने की अवस्था या भाव।
अनासक्ति के कारण ही लोग वैराग्य धारण कर लेते हैं।ଅର୍ଥ : ନିର୍ଲିପ୍ତ ରହିବାର ଅବସ୍ଥା ବା ଭାବ
ଉଦାହରଣ :
ନିର୍ଲିପ୍ତତା ଗୋଟିଏ ମହାନ ସାଧନା
ଅନ୍ୟ ଭାଷାରେ ଅନୁବାଦ :
The state of being isolated or detached.
The insulation of England was preserved by the English Channel.