ଅର୍ଥ : ନିକଟ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସ୍ଥାନର ନିକଟତା ବେଳେବେଳେ ମନରେ ମଧ୍ୟ ନିକଟତା ସୃଷ୍ଟି କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଖୁବ ନିକଟରେ ହେବା ଅବସ୍ଥା ବା ଭାବ
ଉଦାହରଣ :
ସେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଅଛି
ସମକକ୍ଷ : ଅତି ନିକଟତା, ଅତିଆତ୍ମୀୟତା, ଅନ୍ତରଙ୍ଗତା, ଘନିଷ୍ଠତା, ସନ୍ନିଧି, ସାନିଧ୍ୟତା
ଅନ୍ୟ ଭାଷାରେ ଅନୁବାଦ :