ଅର୍ଥ : ଯେଉଁଥିରେ ନାହିଁର ଅର୍ଥ ନିହିତ ଅଛି(ବ୍ୟାକରଣରେ ପ୍ରଯୁକ୍ତ)
ଉଦାହରଣ :
ନାହିଁ, ନା ଆଦି ନକାରାର୍ଥକ ଶବ୍ଦ
ସମକକ୍ଷ :
ନକାରାତ୍ମକ, ନକାରାର୍ଥକ
ଅନ୍ୟ ଭାଷାରେ ଅନୁବାଦ :
जिसमें नहीं का अर्थ निहित हो (व्याकरण में प्रयुक्त)।
नहीं,ना आदि नकारार्थक शब्द हैं।
नकारार्थक,
नकारार्थी