ଅର୍ଥ : ମାନବଶୂନ୍ୟ ହେବା
ଉଦାହରଣ :
ଝଡ଼ ତୋଫାନରେ କେତେକ ବସ୍ତି ଉଜୁଡ଼ି ଗଲା
ସମକକ୍ଷ : ଉଜୁଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା
ଉଦାହରଣ :
ଆପଣଙ୍କ ଯୋଗୁଁ ମୋ ଯୋଜନା ଅସଫଳ ହେଲା
ସମକକ୍ଷ : ଅସଫଳ ହେବା, ଫେଲ ହେବା, ବିଫଳ ହେବା
ଅନ୍ୟ ଭାଷାରେ ଅନୁବାଦ :
* पूर्णरूप से सफल न होना या पतन होना।
आपके कारण मेरी योजना असफल हुई।ଅର୍ଥ : କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା
ଉଦାହରଣ :
ତାର ପୂରା ଧନ୍ଦା ବୁଡ଼ିଗଲା
ସମକକ୍ଷ : ବୁଡ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :
कोई वस्तु, कार्य आदि का नष्ट हो जाना।
उसका पूरा धंधा डूब गया।Grow worse.
Her condition deteriorated.