ଅର୍ଥ : ଯେଉଁ ମହିଳାଙ୍କର ନିକଟ ଅତୀତରେ ବିବାହ ହୋଇଛି
ଉଦାହରଣ :
ନବବିବାହିତାର ହତ୍ୟାର କାରଣ ଯୌତୁକ ବୋଲି କୁହାଯାଉଛି
ସମକକ୍ଷ : ନବ ବିବାହିତା, ନବପରିଣିତା, ନବବିବାହିତା
ଅନ୍ୟ ଭାଷାରେ ଅନୁବାଦ :
वह महिला जिसका विवाह हाल में ही हुआ हो।
नवविवाहिता की हत्या का कारण दहेज बताया जा रहा है।A woman who has recently been married.
bride