ଅର୍ଥ : ଗୁଗ୍ଗୁଳ,ତ୍ରିଫଳା ଏବଂପିପ୍ପଳୀକୁ ସମାନ ଭାଗରେ ମିଶାଇ ତିଆରି ହେଉଥିବା ଗୋଟିଏ ଔଷଧ
ଉଦାହରଣ :
ଶୋଥ,ଭଗନ୍ଦର ଏବଂ ମଳକଣ୍ଟକ ରୋଗରେ ନବକାର୍ଷିଗୁଗ୍ଗୁଳ କାମ ଦିଏ
ଅନ୍ୟ ଭାଷାରେ ଅନୁବାଦ :
गूगल, त्रिफला और पिप्पली को समान भाग में मिलाकर बनाई हुई एक औषध।
नवकार्षिगूगल शोथ, भगंदर और बवासीर आदि दूर करने में काम आता है।