ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘର, ଭବନଆଦି ତିଆରି କରିବା ପୂର୍ବରୁ ଭୂମି ଉପରେ କାନ୍ଥ, ବଖରାଆଦିର ରେଖାଙ୍କିତ ଚିତ୍ର
ଉଦାହରଣ : ବାପା ଏହି ଘରର ନକ୍ସା ନିଜେ ତିଆରି କରିଥିଲେ
ସମକକ୍ଷ : ଚିତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
घर, भवन आदि बनाने से पहले उसकी भूमि पर बननेवाली दीवारों,कोठरियों आदि का रेखाओं से बना चित्र।
A plan or design of something that is laid out.
ଅର୍ଥ : ଆଳଙ୍କାରିକ ବା କଳାତ୍ମକ କୃତି
ଉଦାହରଣ : ଏହି କନାରେ ହୋଇଥିବା ଡିଜାଇନ ଆକର୍ଷକ ହୋଇଛି
ସମକକ୍ଷ : ଡିଜାଇନ
आलंकारिक या कलात्मक कृति।
A decorative or artistic work.
ସଂସ୍ଥାପନ କରନ୍ତୁ