ଅର୍ଥ : କୌଣସି ବିଷୟ କିମ୍ବା କାମ କରିବାରେ ମଗ୍ନ ହେବା
ଉଦାହରଣ :
ମୀରା କୃଷ୍ଣଙ୍କ ଭଜନରେ ତଲ୍ଲୀନ ହେଲେ
ସମକକ୍ଷ : ଆତ୍ମବିସ୍ମ୍ରୁତ ହେବା, ତଲ୍ଲୀନ ହେବା, ବୁଡ଼ି ଯିବା, ଭାବାନ୍ୱିତ ହେବା, ଲୀନ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी विषय या कार्य को करने में मग्न होना।
मीरा कृष्ण भजन में तल्लीन हुई।