ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ଉଦାହରଣ : ମୋହନ ବହୁତ ଧୃଷ୍ଟ
ସମକକ୍ଷ : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଚ୍ଛୃଙ୍ଖଳ, ଉଦ୍ଧତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
ଅର୍ଥ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
ଉଦାହରଣ : ରାମୁ ଜଣେ ଉଦ୍ଧତ ବାଳକ
ସମକକ୍ଷ : ଅବିନୀତ, ଉଦ୍ଧତ
बड़ों का उचित आदर या लिहाज न करने वाला।
Showing lack of due respect or veneration.
ସଂସ୍ଥାପନ କରନ୍ତୁ