ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁଟିଳ ହେବାର ଅବସ୍ଥା ବା ଭାବ
ଉଦାହରଣ : ତାର କୁଟିଳତାପାଇଁ ତାକୁ କେହି ପସନ୍ଦ କରନ୍ତି ନାହିଁ
ସମକକ୍ଷ : କପଟତା, କୁଟିଳତା, ଚାଲାକି, ଛଳପୂର୍ଣତା, ଶଠତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुटिल होने की अवस्था या भाव।
The quality of being deceitful and underhanded.
ଅର୍ଥ : ଠକିବାର ପ୍ରକ୍ରିୟା
ଉଦାହରଣ : ତୁମର ଦଗାବାଜୀ କରିବା କିଛି ଦରକାର ନାହିଁ
ସମକକ୍ଷ : ଦଗାବାଜୀ, ଶଠତା
तिकड़म करने की क्रिया।
A person skilled in maneuvering.
ସଂସ୍ଥାପନ କରନ୍ତୁ