ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାର୍ମିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାର୍ମିକ   ବିଶେଷ୍ୟ

ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି

ଉଦାହରଣ : ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ

ସମକକ୍ଷ : ଧର୍ମବନ୍ତ, ଧର୍ମାତ୍ମା, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟବାନ, ପୁଣ୍ୟାତ୍ମା


ଅନ୍ୟ ଭାଷାରେ ଅନୁବାଦ :

पुण्य करनेवाला व्यक्ति या वह जो पुण्य करता हो।

आधुनिक युग में भी पुण्यात्माओं की कमी नहीं है।
धर्मात्मा, पुण्य कर्ता, पुण्यकर्मा, पुण्यकर्मी, पुण्यवान, पुण्यवान्, पुण्यात्मा, समाहित

ଧାର୍ମିକ   ବିଶେଷଣ

ଅର୍ଥ : ଧର୍ମ ବା ଧର୍ମ ସହ ସମ୍ବନ୍ଧିତ

ଉଦାହରଣ : କେତେକ ଧାର୍ମିକ ଲୋକ ଏକତ୍ର ହୋଇ ଗୋଟିଏ ଧାର୍ମିକ ସଂଗଠନ ସ୍ଥାପନା କଲେ


ଅନ୍ୟ ଭାଷାରେ ଅନୁବାଦ :

इमाम का या इमाम से संबंधित।

कुछ इमामों ने मिलकर एक इमामी संगठन की स्थापना की।
इमामी, इमामीय

ଅର୍ଥ : ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ

ଉଦାହରଣ : ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର

ସମକକ୍ଷ : ଛଳନାହୀନ, ନିଷ୍କପଟ, ସଚ୍ଚା, ସଚ୍ଚୋଟ, ସତ୍ୟବଦୀ


ଅନ୍ୟ ଭାଷାରେ ଅନୁବାଦ :

चित्त में सद्वृत्ति या अच्छी नीयत रखने वाला, चोरी या छल-कपट न करने वाला।

ईमानदार व्यक्ति सम्मान का पात्र होता है।
अपैशुन, ईमानदार, ईमानी, ऋजु, छलहीन, दयानतदार, नयशील, निःकपट, निष्कपट, रिजु, वक्ता, सच्चा, सत्यपर, सधर्म, सधर्मक, सहधर्म, साधर्म

ଅର୍ଥ : ଯାହାଙ୍କର ଧର୍ମରେ ପ୍ରବୃତ୍ତି ଅଛି ବା ଯେ ଧର୍ମ ଅନୁସାରେ କାର୍ଯ୍ୟ କରେ

ଉଦାହରଣ : ଧାର୍ମିକ ବ୍ୟକ୍ତି ବିପତ୍ତିରେ ମଧ୍ୟ ନିଜ ଧର୍ମ ଛାଡ଼େନାହିଁ

ସମକକ୍ଷ : ଧର୍ମନିଷ୍ଠ, ଧର୍ମପରାୟଣ, ଧର୍ମାତ୍ମା


ଅନ୍ୟ ଭାଷାରେ ଅନୁବାଦ :

जिसकी धर्म में प्रवृत्ति हो या जो धर्म के अनुसार रहता हो।

धार्मिक व्यक्ति विपत्ति में भी अपना धर्म नहीं छोड़ता।
अक़ीदतमंद, अक़ीदतमन्द, अकीदतमंद, अकीदतमन्द, धर्म-परायण, धर्मनिष्ठ, धर्मपति, धर्मपरायण, धर्मशील, धर्मात्मा, धर्मी, धार्मिक, सुधर्मी

Concerned with sacred matters or religion or the church.

Religious texts.
A member of a religious order.
Lords temporal and spiritual.
Spiritual leaders.
Spiritual songs.
religious, spiritual

ଅର୍ଥ : ଧର୍ମ ସମ୍ବନ୍ଧୀୟ

ଉଦାହରଣ : ଆମେ କାହାର ଧାର୍ମିକ ଭାବନାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

धर्म-संबंधी या धर्म का।

हमें किसी के धार्मिक भावनाओं से खिलवाड़ नहीं करना चाहिए।
धार्मिक, मजहबी, मज़हबी

Concerned with religion or religious purposes.

Sacred texts.
Sacred rites.
Sacred music.
sacred