ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହତିଆରଆଦିରେ ଧାର ଦେଉଥିବା ବା ପାଲିସ୍ କରୁଥିବା କାରିଗର
ଉଦାହରଣ : ଶାଣଦିଆ କାରିଗରଖଣ୍ଡାର ଧାରକୁ ତୀକ୍ଷଣ କରୁଛି
ସମକକ୍ଷ : ଧାରକାରୀ, ଶାଣଦିଆ କାରିଗର
ଅନ୍ୟ ଭାଷାରେ ଅନୁବାଦ :हिन्दी
हथियार आदि पर धार देने या पालिश करने वाला कारीग़र।
ଅର୍ଥ : ବହୁତ ଧାର ଥିବା
ଉଦାହରଣ : ଚାକର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାଲିକକୁ ହତ୍ୟା କଲା
ସମକକ୍ଷ : ତୀକ୍ଷ୍ଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पैनी धार वाला।
Having a sharp cutting edge or point.
ଅର୍ଥ : ଯେଉଁଥିରେ ଧାର ଅଛି
ଉଦାହରଣ : ସେ ଏକ ଧାରୁଆ ଅସ୍ତ୍ରରେ ସାପକୁ ପ୍ରହାର କଲା
ସମକକ୍ଷ : ଦାଢୁଆ, ଶାଣିତ
जिसमें धार हो।
ସଂସ୍ଥାପନ କରନ୍ତୁ