ଅର୍ଥ : ହତିଆରଆଦିରେ ଧାର ଦେଉଥିବା ବା ପାଲିସ୍ କରୁଥିବା କାରିଗର
ଉଦାହରଣ :
ଶାଣଦିଆ କାରିଗରଖଣ୍ଡାର ଧାରକୁ ତୀକ୍ଷଣ କରୁଛି
ସମକକ୍ଷ :
ଧାରୁଆ, ଶାଣଦିଆ କାରିଗର
ଅନ୍ୟ ଭାଷାରେ ଅନୁବାଦ :
हथियार आदि पर धार देने या पालिश करने वाला कारीग़र।
जिलासाज तलवार की धार को तेज कर रहा है।
जिलासाज,
बाढ़ीवान,
सिकलीगर