ଅର୍ଥ : ଯେ ଧର୍ମ ପଥରୁ ହଟିଯାଇଛି ବା ପତିତ ହୋଇଛି
ଉଦାହରଣ :
ଧର୍ମଚ୍ୟୁତ ଲୋକ ହିଁ ଖରାପ କମରେ ଲିପ୍ତ ହୋଇଥାନ୍ତି
ସମକକ୍ଷ : ଧର୍ମଚ୍ୟୁତ, ଧର୍ମପତିତ, ଧର୍ମପଥଭ୍ରଷ୍ଟ, ଧର୍ମଭ୍ରଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
जो धर्म पथ से हट या गिर गया हो।
धर्मच्युत लोग ही बुरे कर्मों में लिप्त होते हैं।