ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଉଜ୍ୱଳ
ଉଦାହରଣ : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି
ସମକକ୍ଷ : ଉଜ୍ଜଳ, ଧଳା, ଶୁକ୍ଳ, ଶ୍ୱେତ, ସଫା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो उजला हो।
ଅର୍ଥ : ଧଳା ରଙ୍ଗର (ଘୋଡ଼ା)
ଉଦାହରଣ : ଜଣେ ସୈନିକ ଶ୍ୱେତବର୍ଣ୍ଣର ଘୋଡ଼ା ଉପରେ ବସିଥିଲା
ସମକକ୍ଷ : ଶୁଭ୍ର, ଶ୍ୱେତବର୍ଣ୍ଣର, ଶ୍ୱେତବର୍ଣ୍ଣି
सफेद रंग का (घोड़ा)।
ସଂସ୍ଥାପନ କରନ୍ତୁ