ଅର୍ଥ : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
ଉଦାହରଣ :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
ସମକକ୍ଷ : ମନିଅର୍ଡର
ଅନ୍ୟ ଭାଷାରେ ଅନୁବାଦ :
A written order for the payment of a sum to a named individual. Obtainable and payable at a post office.
money order, postal orderଅର୍ଥ : କାହାକୁ ଧନ ଦେବାର ଆଦେଶ ବା ଆଜ୍ଞା
ଉଦାହରଣ :
ସେ ବାପାଙ୍କ ଧନାଦେଶକୁ ଦୂରେଇ ପାରିଲାନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଅଧିକୋଷ)କୁ ଦିଆଯାଇଥିବା ଏହି ଉଦ୍ଦେଶ୍ୟରେ ଲିଖିତ ଆଦେଶ ଯେ, ସେ ମୋର ଖାତାର ଅଧିକାରୀ ବା ଅମୁକ ବ୍ୟକ୍ତିକୁ ଲିଖିତ ପରିମାଣ ଦେଇଦେବେ
ଉଦାହରଣ :
ମୋତେ ଠିକସମୟରେ ପେ ଅର୍ଡର ମିଳିଗଲା
ସମକକ୍ଷ : ପେ ଅର୍ଡର
ଅନ୍ୟ ଭାଷାରେ ଅନୁବାଦ :
जिसमें किसी व्यक्ति का हिसाब हो उस बैंक (अधिकोष) को दिया गया इस आशय का लिखित आदेश कि वह मेरे खाते में से वाहक अथवा अमुक निर्दिष्ट व्यक्ति को लिखित रकम दे दे।
मुझे समय पर धनादेश मिल गया था।