ଅର୍ଥ : ଆଶ୍ୱିନ କୃଷ୍ଣ ପକ୍ଷ ଏକାଦଶୀ
ଉଦାହରଣ :
ସୁଶୀଲର ବୋଉ ଧନଦା ଏକାଦଶୀ ବ୍ରତ କରନ୍ତି
ସମକକ୍ଷ : ଆଶ୍ୱିନ କୃଷ୍ଣ ଏକାଦଶୀ, ଇଂଦିରା ଏକାଦଶୀ, ଇନ୍ଦିରା ଏକାଦଶୀ
ଅନ୍ୟ ଭାଷାରେ ଅନୁବାଦ :
आश्विन के कृष्ण पक्ष की एकादशी।
सुशील की माँ धनदा को व्रत रखती है।