ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା
ଉଦାହରଣ :
ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ
ସମକକ୍ଷ :
ଭେଟ, ସାକ୍ଷାତ
ଅନ୍ୟ ଭାଷାରେ ଅନୁବାଦ :
किसी विशेष उद्देश्य से मिलने की क्रिया।
चिकित्सक से मिलने के बाद ही रोग का पता चलेगा।
मिलना
A meeting arranged by the visitor to see someone (such as a doctor or lawyer) for treatment or advice.
He scheduled a visit to the dentist.
visit