ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ଅନ୍ୟ ଭାଷାରେ ଅନୁବାଦ :
A mental position from which things are viewed.
We should consider this problem from the viewpoint of the Russians.