ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଅତି ଦୂର
ଉଦାହରଣ : ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି
ସମକକ୍ଷ : ବହୁଦୂର, ସୁଦୂର
ଅନ୍ୟ ଭାଷାରେ ଅନୁବାଦ :हिन्दी
जो बहुत दूर हो।
ଅର୍ଥ : ଯେଉଁଠି ପହଞ୍ଚିବା କଠିନ ଏବଂ
ଉଦାହରଣ : ଆମେ ରାସ୍ତା ଭୁଲି ଏକ ସୁଦୂର ପର୍ବତୀୟ କ୍ଷେତ୍ରରେ ପହଞ୍ଚିଗଲୁ
ସମକକ୍ଷ : ସୁଦୂର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जहाँ पहुँचना कठिन हो और जो अघना बसा हो।
Inaccessible and sparsely populated.
ଅର୍ଥ : ଦୂରବର୍ତ୍ତୀ ବା ଯାହା ଦୂରରେ ଥାଏ
ଉଦାହରଣ : ସେ ଦୂର ଗାଁରେ ରହେ
ସମକକ୍ଷ : ଦୂର
दूर का या जो दूर या फासले पर हो।
ସଂସ୍ଥାପନ କରନ୍ତୁ