ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶଟି ବସ୍ତୁ ବା ବର୍ଷର ସମୂହ
ଉଦାହରଣ : ତା ସହିତ ମୋର ଭେଟ ପ୍ରାୟ ଦୁଇ ଦଶକ ପରେ ହେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस वर्षों का समूह।
A period of 10 years.
ଅର୍ଥ : ଅଙ୍କଗୁଡ଼ିକର ସ୍ଥାନାଙ୍କ ଗଣନାରେ ଦ୍ୱିତୀୟ ସ୍ଥାନ ଯେଉଁଠି ଦଶ ଗୁଣିତର ବୋଧ ହୁଏ
ଉଦାହରଣ : ଚାଳିଶରେ ଦଶକ ସ୍ଥାନରେ ଚାରି ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
अंकों के स्थानों की गिनती में दूसरा स्थान जिसमें दस गुणित का बोध होता है।
ସଂସ୍ଥାପନ କରନ୍ତୁ