ଅର୍ଥ : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
ଉଦାହରଣ :
ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
ଉଦାହରଣ :
ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜା ମହାରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ
ଉଦାହରଣ :
ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ
ସମକକ୍ଷ : ରାଜଦରବାର
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ राजा-महाराजा अपने सरदारों या मुसाहबों के साथ बैठते थे।
राजा-महाराजा के दरबार में कवि, गायक आदि उपस्थित रहते थे।The room in the palace of a native prince of India in which audiences and receptions occur.
durbar