ଅର୍ଥ : ଚେହେରା (ନିନ୍ଦାର୍ଥକ ପ୍ରୟୋଗ)
ଉଦାହରଣ :
ନିଜ ଥୋଡ଼ି ପ୍ରଥମେ ଦର୍ପଣରେ ଦେଖିକରି ଆସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଥୋଡ଼ିର ବା ଥୋଡ଼ି ସହ ସମ୍ବନ୍ଧିତ
ଉଦାହରଣ :
ଦୁର୍ଘଟଣା କରଣରୁ ତାର ଥୋଡ଼ିକୁ ଅପରେଶନ କରିବାକୁ ପଡ଼ିଲା
ସମକକ୍ଷ : ତଳ ଓଠ
ଅନ୍ୟ ଭାଷାରେ ଅନୁବାଦ :
ठोढ़ी का या ठोढ़ी से संबंधित।
दुर्घटना के कारण उसका ठोढ़ीय आपरेशन करना पड़ा।Of or relating to the chin- or liplike structure in insects and certain mollusks.
mental