ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାୟତଃ ମିଳାମିଶାରୁ ଉତ୍ପନ୍ନ ହେଉଥିବା ସମ୍ପର୍କ
ଉଦାହରଣ : ଆଜିକାଲି ସେ ଦୁହିଁଙ୍କ ମଧ୍ୟରେ ବହୁତ ତାଳମେଳ ଅଛି
ସମକକ୍ଷ : ମନମେଳ, ମେଳାପ, ସୌହାର୍ଦ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
प्रायः मिलते रहने से उत्पन्न संबंध।
ଅର୍ଥ : କେତେକ ତତ୍ତ୍ୱର ସଂଯୋଗରେ ହେଉଥିବା ଜ୍ଞାନର ଜଟିଳ ରଚନା
ଉଦାହରଣ : ଆପଣଙ୍କ ଲେଖାରେ କିଛି ତାଳମେଳ ନାହିଁ
ସମକକ୍ଷ : ସଂଯୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी English
* ज्ञान का ऐसा जटिल संयोजन जैसे कि तत्त्व और उनके मिश्रण।
The complex composition of knowledge as elements and their combinations.
ଅର୍ଥ : କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ
ଉଦାହରଣ : ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?
ସମକକ୍ଷ : ସମନ୍ୱୟ, ସୁସଂପର୍କ
कार्य एवं कारण की संगति या निर्वाह।
The regulation of diverse elements into an integrated and harmonious operation.
ସଂସ୍ଥାପନ କରନ୍ତୁ