ଅର୍ଥ : ଗୋଟିଏ ବଡ଼, ଶାଖାହୀନ ଗଛ ଯାହା ଖମ୍ବ ଭଳି ସିଧା ଉପରକୁ ବଢ଼େ ଓ ଯାହା ମୁଣ୍ଡରେ ବଡ଼ବଡ଼ ପତ୍ର ହୋଇଥାଏ
ଉଦାହରଣ :
ସେ ତାଳଗଛରୁ ତାଡ଼ି ବାହାର କରୁଛି
ସମକକ୍ଷ : ତାଳଗଛ
ଅନ୍ୟ ଭାଷାରେ ଅନୁବାଦ :
एक बड़ा, शाखाहीन पेड़ जो खम्बे के रूप में सीधा ऊपर बढ़ता है और जिसके सिरे पर बड़े-बड़े पत्ते होते हैं।
वह ताड़ से ताड़ी उतार रहा है।ଅର୍ଥ : ନାଚିବା, ଗାଇବା, ବଜାଇବାଆଦିରେ ସମୟ ଏବଂ କ୍ରିୟାର ପରିମାଣ ଠିକ ରଖିବାର ଏକ ସାଧନ
ଉଦାହରଣ :
ନର୍ତ୍ତକୀ ବାଜାବାଲାକୁ ନୃତ୍ୟର ତାଳ ବୁଝାଉଅଛି ଏହା ରାଗ ତିନି ତାଳ ବିଶିଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
नाचने-गाने, बजाने आदि में उसके समय और क्रिया का परिमाण ठीक रखने का एक साधन।
नर्तकी वादक को नृत्य का ताल समझा रही है।