ଅର୍ଥ : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା
ଉଦାହରଣ :
ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ
ସମକକ୍ଷ : ପରଖିବା, ଯାଞ୍ଚ କରିବା
ଅନ୍ୟ ଭାଷାରେ ଅନୁବାଦ :
Examine carefully for accuracy with the intent of verification.
Audit accounts and tax returns.