ଅର୍ଥ : ସମାଚାରରେ ପ୍ରକାଶିତ ଘଟଣାଆଦିର ସଂକ୍ଷିପ୍ତ ବିବରଣ ବା ସେ ସଂପର୍କରେ ସମ୍ପାଦକଙ୍କ ମତାମତ
ଉଦାହରଣ :
ଆଜିର ସମାଚାର ପତ୍ରରେ ସଂସଦରେ ହୋଇଥିବା ହଟ୍ଟଗୋଳ ଉପରେ ସମ୍ପାଦକଙ୍କ ଟିପ୍ପଣୀ ବହୁତ କଡ଼ା ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ପଷ୍ଟୀକରଣ ନିମନ୍ତେ ଦିଆଯାଇଥିବା ଅତିରିକ୍ତ ତଥ୍ୟ
ଉଦାହରଣ :
ଏହି ବହିରେ ସ୍ଥାନେସ୍ଥାନେ ଟିପ୍ପଣୀ ଦିଆଯାଇଛି
ଅନ୍ୟ ଭାଷାରେ ଅନୁବାଦ :
A written explanation or criticism or illustration that is added to a book or other textual material.
He wrote an extended comment on the proposal.ଅର୍ଥ : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା
ଉଦାହରଣ :
ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି
ସମକକ୍ଷ : ନୋଟ
ଅନ୍ୟ ଭାଷାରେ ଅନୁବାଦ :
गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।
इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।A comment or instruction (usually added).
His notes were appended at the end of the article.ଅର୍ଥ : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
ଉଦାହରଣ :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
ସମକକ୍ଷ : ବିଶେଷ
ଅନ୍ୟ ଭାଷାରେ ଅନୁବାଦ :
किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।
कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।A fact about some part (as opposed to general).
He always reasons from the particular to the general.