ଅର୍ଥ : କିଛି ଝରକାରେ ଆଲୁଅ, ଧୂଳିଆଦି ରୋକିବାପାଇଁ ଟଙ୍ଗା ଯାଇଥିବା ଏକ ପ୍ରକାର ପତଳା ଟାଣ ପଟାର ଗଢ଼ଣ
ଉଦାହରଣ :
ଆଲୁଅ ଏବଂ ପବନ ଆସିବା ନିମନ୍ତେ ଏଠିସେଠି ଝିଲିମିଲିକୁ ଝୁଲାଇ ଦିଆଯାଇଛି
ଅନ୍ୟ ଭାଷାରେ ଅନୁବାଦ :
अनेक पतली आड़ी पटरियों का ढाँचा जो कुछ किवाड़ों में प्रकाश, धूल आदि रोकने के लिए जड़ा होता है।
प्रकाश और हवा आने के लिए झिलमिली को इधर-उधर सरकाया जा सकता है।ଅର୍ଥ : କୃତ୍ରିମ ଆଭା ବା ଦୀପ୍ତି
ଉଦାହରଣ :
ମୋତେ ବେଶି ଚକଚକିଆ ପସନ୍ଦ ନୁହେଁ
ସମକକ୍ଷ : ଚକଚକିଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ପତଳା ଆବରଣ ଅଛି
ଉଦାହରଣ :
ସେ ନୂଆ ଜିନିଷଗୁଡ଼ିକ ଉପରେ ଝିଲିମିଲି ଲୁଗା ଢାଙ୍କି ରଖିଛନ୍ତି
ସମକକ୍ଷ : ଚକଚକିଆ
ଅନ୍ୟ ଭାଷାରେ ଅନୁବାଦ :