ଅର୍ଥ : ଯେଉଁ ଦୃଶ୍ୟ ଆଦି ବହୁତ କମ ସମୟପାଇଁ ଆଖିଆଗରେ ରହେ
ଉଦାହରଣ :
ଲୋକମାନେ ମହାତ୍ମାଜୀଙ୍କୁ ଏକ ଝଲକ ଦେଖିବାପାଇଁ ଆତୁର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह दृश्य आदि जो बहुत कम समय के लिए आँखों के सामने रहे।
लोग महात्माजी की एक झलक पाने के लिए आतुर थे।ଅର୍ଥ : କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ
ଉଦାହରଣ :
ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ
ସମକକ୍ଷ : ଛଟା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
ଉଦାହରଣ :
ତା କବିତାରେ ଛାୟାବାଦର ଆଭାସ ମିଳେ
ଅନ୍ୟ ଭାଷାରେ ଅନୁବାଦ :