ଅର୍ଥ : ଏକ ପ୍ରକାରର ସୁଗନ୍ଧିତ ମଞ୍ଜି ଯାହା ଔଷଧ ଏବଂ ମସଲା ରୂପରେ ବ୍ୟବହାଋ କରାଯାଏ
ଉଦାହରଣ :
ଜୁଆଣିକୁ ଅଧିକତର ଭାବେ ମସଲା ରୂପରେ ବ୍ୟବହାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
एक तरह का सुगंधित बीज जो दवा और मसाले के रूप में प्रयुक्त होता है।
अजवायन का अधिकतर उपयोग मसाले के रूप में किया जाता है।Seed of the celery plant used as seasoning.
celery seedଅର୍ଥ : ଗୋଟିଏ ଗଛ ଯାହାର ସୁଗନ୍ଧିତ ମଞ୍ଜି ମସଲା ଏବଂ ଔଷଧ କାମରେ ଲାଗେ
ଉଦାହରଣ :
ସେ ନିଜ ଘର ପଛରେ ଜୁଆଣି ଗଛ ଲଗାଇଛନ୍ତି
ସମକକ୍ଷ : ଯୁଆଣି
ଅନ୍ୟ ଭାଷାରେ ଅନୁବାଦ :
एक पौधा जिसके सुगंधित बीज मसाले और दवा के काम में आते हैं।
उसने अपने घर के पीछे अजवायन लगा रखा है।Any of several types of commercially grown celery having green stalks.
pascal celery, paschal celery