ଅର୍ଥ : ଭାରତର ଏକ ପ୍ରଧାନ ନଦୀ ଯାହାକୁ ଧର୍ମଗ୍ରନ୍ଥରେ ମୋକ୍ଷଦାୟିନୀ ବୋଲି କୁହାଯାଇଛି
ଉଦାହରଣ :
ଧର୍ମ-ଗ୍ରନ୍ଥ ଅନୁସାରେ ରାଜା ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ
ସମକକ୍ଷ : ଗଙ୍ଗା, ଗଙ୍ଗା ନଦୀ, ତ୍ରିଧାରା, ଭାଗୀରଥି, ମନ୍ଦାକିନୀ, ସୁରଧନୀ, ହୈମବତୀ
ଅନ୍ୟ ଭାଷାରେ ଅନୁବାଦ :
भारत की एक प्रधान नदी जिसको धर्म ग्रन्थों में मोक्षदायिनी कहा गया है।
धर्म-ग्रन्थों के अनुसार राजा भगीरथ ने गङ्गा को स्वर्ग से पृथ्वी पर उतारा।