ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଉଡ଼ିର ଜାଲଦ୍ୱାରା ବୁଣା ଯାଇଥିବା ଏବଂ ଦୁଇଟି ଗଛ ବା ସ୍ତମ୍ଭ ମଝିରେ ବନ୍ଧାହୋଇଥିବା ଝୁଲା
ଉଦାହରଣ : ସେ ଜାଲି ଝୁଲା ଉପରେ ଝୁଲୁ ଥିଲା
ସମକକ୍ଷ : ଜାଲି ଦୋଳି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह झूला जो रस्सियों की जालियों से बुना गया हो और जिसे दो पेड़ों या खंभों के बीच बाँधा जाए।
A hanging bed of canvas or rope netting (usually suspended between two trees). Swings easily.
ସଂସ୍ଥାପନ କରନ୍ତୁ