ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରାଚୀନ ଯନ୍ତ୍ର ଯେଉଁଥିରେ କୁଣ୍ଡରେ ଭର୍ତ୍ତି ହୋଇ ଥିବା ଜଳରେ କଣା ଯୁକ୍ତ ଗୋଟିଏ ଗିନା ରହିଥାଏ ଏବଂ ଏହି ଗିନାରେ ଭର୍ତ୍ତି ହେଉଥିବା ଜଳର ପରିମାଣରୁ ସମୟକୁ ଜାଣି ହେଉଥିଲା
ଉଦାହରଣ : ଆଜିକାଲି ଜଳଘଡ଼ିର ପ୍ରଚଳନ ନାହିଁ
ସମକକ୍ଷ : ଜଳ ଘଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्राचीन यंत्र जिसमें नाँद में भरे हुए जल में एक छोटे छेदवाली कटोरी रहती थी और उस कटोरी में भरनेवाले जल के परिमाण से समय का ज्ञान होता था।
Clock that measures time by the escape of water.
ସଂସ୍ଥାପନ କରନ୍ତୁ