ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନକପୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନକପୁର   ବିଶେଷ୍ୟ

ଅର୍ଥ : ନେପାଳ ଦେଶର ଗୋଟିଏ ତୀର୍ଥ କ୍ଷେତ୍ର ଯାହା ସମ୍ପର୍କରେ କୁହାଯାଏ ଯେ ତ୍ରେତାଯୁଗରେ ଏହିଠାରେ ସୀତାଙ୍କର ସ୍ୱୟମ୍ବର ହୋଇଥିଲା

ଉଦାହରଣ : ତ୍ରେତାଯୁଗରେ ଜନକପୁର ମିଥିଳାର ରାଜଧାନୀ ଥିଲା

ସମକକ୍ଷ : ବିଦେହପୁର


ଅନ୍ୟ ଭାଷାରେ ଅନୁବାଦ :

नेपाल देश का एक तीर्थ क्षेत्र जिसके बारे में कहा जाता है कि त्रेता युग में यहीं सीता का स्वयंबर हुआ था।

त्रेतायुग में जनकपुर मिथिला की राजधानी थी।
जनकपुर, विदेहपुर

A place of worship hallowed by association with some sacred thing or person.

shrine