ଅର୍ଥ : କହାରିକୁ ବନ୍ଧନମୁକ୍ତ କରିବାପାଇଁ ଦିଆଯାଉଥିବା ଅର୍ଥ ବା ଧନ
ଉଦାହରଣ :
ଅପହରଣକାରୀମାନେ ମୋହନ ବାପାଙ୍କଠାରୁ ଏକ ଲକ୍ଷ ଟଂକା ନିଷ୍କୃତଧନ ରୂପେ ନେଲେ
ସମକକ୍ଷ : ନିଷ୍କୃତଧନ, ମୁକୁଳାଇବା ଟଙ୍କା
ଅନ୍ୟ ଭାଷାରେ ଅନୁବାଦ :
किसी को बंधन से मुक्त करने या कराने के लिए लिया या दिया गया धन।
अपहरणकर्ताओं ने मोहन के पिता से एक लाख रुपये फिरौती ली।Payment for the release of someone.
ransom