ଅର୍ଥ : ତରଳା ହୋଇଥିବା ଧାତୁଗୁଡ଼ିକୁ ଛାଞ୍ଚରେ ଢାଳି ବାସନ,ଗହଣା ଆଦି ପ୍ରସ୍ତୁତ କରୁଥିବା କାରିଗର
ଉଦାହରଣ :
ଛାଞ୍ଚମିସ୍ତ୍ରୀ ବାସନ,ମୂର୍ତ୍ତି ଆଦି ଛାଞ୍ଚରେ ଢାଳୁଛି
ସମକକ୍ଷ : ଛାଞ୍ଚକାରିଗର, ଛାଞ୍ଚମିସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
A worker who makes metal castings.
founder