ଅର୍ଥ : ଚଢେଇଆ ପକ୍ଷୀଙ୍କୁ ଧରିବା ଲାଗି ଲମ୍ବ ଅଠାକାଠି ବା ବାଉଁଶକୁ ବ୍ୟବହାର କରିଥାଏ
ଉଦାହରଣ :
ଚଢ଼େଇଆ ନଳକାଠିରେ ଅଠା ଲଗାଉଛି
ସମକକ୍ଷ :
ନଳୁଆ
ଅନ୍ୟ ଭାଷାରେ ଅନୁବାଦ :
वह बहेलिया जो पक्षियों को पकड़ने के लिए लासा लगी लग्गी या बाँस का उपयोग करता है।
नलिया बाँस में लासा लगा रहा है।
नलिया