ଅର୍ଥ : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା
ଉଦାହରଣ :
ପହରାଦାର ତତ୍ପରତା ସହିତ ପହରା ଦେଉଛି
ସମକକ୍ଷ :
ପହରା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु या व्यक्ति की देख-रेख या रक्षा आदि के लिए अथवा उसे निर्दिष्ट स्थान से हटने से रोकने के लिए पहरेदारों को नियुक्त करने की क्रिया।
पहरेदार तत्परता से पहरा दे रहा है।
गादर,
चौकसी,
चौकी,
पहरा
A purposeful surveillance to guard or observe.
vigil,
watch