ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚୁଟୁକି ବଜାଇବାର କ୍ରିୟା
ଉଦାହରଣ : ତାକୁ ଚୁଟୁକି ବଜାଇବା ମଧ୍ୟ ଆସୁନାହିଁ
ସମକକ୍ଷ : ଚୁଟ୍କି
ଅନ୍ୟ ଭାଷାରେ ଅନୁବାଦ :हिन्दी
चुटकी बजाने की क्रिया।
ଅର୍ଥ : କୌଣସି ଜିନିଷରୁ ଚିମୁଟାଏ
ଉଦାହରଣ : ସେ ଡବାରୁ ଚିମୁଟାଏ ଲୁଣ ବାହାରକରି ସାଲାଡ଼ରେ ପକାଇଲା
ସମକକ୍ଷ : ଚିମୁଟ, ଚିମୁଟା
चुटकी भर कोई चीज़।
ସଂସ୍ଥାପନ କରନ୍ତୁ