ଅର୍ଥ : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
ଉଦାହରଣ :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
ସମକକ୍ଷ : ଅମର, ଆୟୁଷ୍ମାନ, ଚିରଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
ଅନ୍ୟ ଭାଷାରେ ଅନୁବାଦ :
Existing for a long time.
Hopes for a durable peace.