ଅର୍ଥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
ଉଦାହରଣ :
ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
ସମକକ୍ଷ : କପଟିଆ, ଦଗାବାଜ, ଧୂର୍ତ୍ତ, ଧୋକାବାଜ, ଶଠ
ଅନ୍ୟ ଭାଷାରେ ଅନୁବାଦ :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.