ଅର୍ଥ : ଦୃଷ୍ଟିଦୋଷ ଦୂରକରିବା ନିମନ୍ତେ ଆଖିଉପରେ ପିନ୍ଧା ଯାଉଥିବା ଲେନ୍ସଲଗା ଉପକରଣ
ଉଦାହରଣ :
ମୋ ଚଷମାର ନମ୍ବର ବଢ଼ି ଗଲାଣି
ଅନ୍ୟ ଭାଷାରେ ଅନୁବାଦ :
दृष्टिदोष दूर करने के लिए आँखों पर पहना जाने वाला लेंस लगा उपकरण।
मेरे चश्मे का नंबर बढ़ गया है।