ଅର୍ଥ : ଚଳଚିତ୍ର ପ୍ରଦର୍ଶନ
ଉଦାହରଣ :
ଆଜି ଦୀକ୍ଷାନ୍ତ ସଭାଗୃହରେ ଚଳଚିତ୍ର ପ୍ରଦର୍ଶନ ହେବାକୁ ଯାଉଛି
ସମକକ୍ଷ : ଚଳଚିତ୍ର ପ୍ରଦର୍ଶନ, ଫିଲ୍ମ ଦର୍ଶନ, ଫିଲ୍ମ ପ୍ରଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
* चलचित्र का प्रदर्शन।
आज दीक्षांत सभागृह में चलचित्र प्रदर्शन होने वाला है।