ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚରିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଜମିଦାର ଚାକରଦ୍ୱାରା ଗାଈ ଚରାଉଛନ୍ତି
ସମକକ୍ଷ : ଚରେଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
चराने का काम दूसरे से कराना।
ଅର୍ଥ : ପଶୁମାନଙ୍କୁ ଚରିବାପାଇଁ ସୁଯୋଗ ଦେବା
ଉଦାହରଣ : ସେ ଗାଈ ଚରାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
पशुओं को चरने के लिए अवसर देना।
Let feed in a field or pasture or meadow.
ସଂସ୍ଥାପନ କରନ୍ତୁ